https://kanaknews.com/nurses-in-covid-hospital-protests-demand-to-provide-essential-equipment/
ଧାରଣାରୁ ଓହରିଲେ କୋଭିଡ ହସ୍ପିଟାଲର ସ୍ୱାସ୍ଥକର୍ମୀ: ବିଭିନ୍ନ ସମସ୍ୟା ନେଇ ଏମକେସିଜି ସୁପରିଟେଣ୍ଡଂଟଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ ନର୍ସ; ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ହଟିଲା ଆନ୍ଦୋଳନ